28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶନୂଆବର୍ଷର ଶୁଭାରମ୍ଭ; ବାଣ ରୋଷଣୀରେ ସ୍ୱାଗତ କଲେ ନ୍ୟୁଜିଲାଣ୍ଡବାସୀ

ନୂଆବର୍ଷର ଶୁଭାରମ୍ଭ; ବାଣ ରୋଷଣୀରେ ସ୍ୱାଗତ କଲେ ନ୍ୟୁଜିଲାଣ୍ଡବାସୀ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡରେ ଆରମ୍ଭ ହୋଇଯାଇଛି ନୂଆବର୍ଷର ସେଲିବ୍ରେସନ । ଆତସବାଜୀ ସହ ନବବର୍ଷକୁ ସ୍ୱାଗତ କରିଛନ୍ତି ନ୍ୟଜିଲାଣ୍ଡର ବାସିନ୍ଦା । ବାଣ ରୋଷଣୀ ସହିତ ନୂଆବର୍ଷ-୨୦୨୩କୁ ସ୍ୱାଗତ କରାଯାଇଛି । ତେବେ ଆସନ୍ତାକାଲି ଭାରତରେ ନୂଆବର୍ଷ ପାଳନ କରାଯିବ । ୨୦୨୨ ମସିହାକୁ ବିଦାୟ ଦେଇ ୨୦୨୩କୁ ସ୍ୱାଗତ କରିବେ ଭାରତବାସୀ ।

ମାର୍ଚ୍ଚ ୧ରୁ ଯୁକ୍ତ ଦୁଇ ପରୀକ୍ଷା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking