39.1 C
Bhubaneswar
Friday, April 26, 2024
Homeଓଡିଶାମାର୍ଚ୍ଚ ୧ରୁ ଯୁକ୍ତ ଦୁଇ ପରୀକ୍ଷା

ମାର୍ଚ୍ଚ ୧ରୁ ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ୱର: ମାର୍ଚ୍ଚ ୧ରୁ ହେବ ଯୁକ୍ତ ଦୁଇ ପରୀକ୍ଷା । ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ମାର୍ଚ୍ଚ ୧ ରୁ ବିଜ୍ଞାନ, ୨ରୁ କଳା ଏବଂ ୩ ରନ୍ଧନ୍ଦାମୂଳକ ପରୀକ୍ଷା ଆରମ୍ଭ ହେବ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି । ତେବେ କୋଭିଡ ଗାଇଡଲାଇନ ଅନୁସାରେ ଏହି ପରୀକ୍ଷା ହେବ । ସମ୍ପୁର୍ଣ୍ଣ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯିବ । ଏହା ସହିତ ଫେବୃୟାରୀ ୧ ରୁ ୧୦ ତାରିଖ ଭିତରେ ପ୍ରାକ୍ଟିକାଲ ପରୀକ୍ଷା ହେବ ବୋଲି ସୂଚନା ଦିଆଯାଇଛି ।

ଭଲ ଟ୍ରେନିଂ ଦେଇଥିବାରୁ ବିଜେପି ମୋ ଗୁରୁ, ଯେତେ ଟାର୍ଗେଟ କରିବେ ଆମେ ଅଧିକ ସୁଧୁରିବୁ: ରାହୁଲ

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking