ଭଲ ଟ୍ରେନିଂ ଦେଇଥିବାରୁ ବିଜେପି ମୋ ଗୁରୁ, ଯେତେ ଟାର୍ଗେଟ କରିବେ ଆମେ ଅଧିକ ସୁଧୁରିବୁ: ରାହୁଲ

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ବିଜେପିକୁ ନିଜର ଗୁରୁ ବୋଲି କହିଛନ୍ତି। ସେ କହିଛନ୍ତି, ମୋତେ ରାସ୍ତା ଦେଖାଇଥିବାରୁ ଓ ଭଲ ଟ୍ରେନିଂ ଦେଇଥିବା ଯୋଗୁଁ ମୁଁ ବିଜେପିକୁ ମୋର ଗୁରୁ ବୋଲି ଭାବେ। ବିଶେଷ ଭାବରେ ବିଜେପି ଓ ଆରଏସଏସ୍‌ର ଲୋକଙ୍କୁ ଧନ୍ୟବାଦ ଦେବାକୁ ଚାହେଁ, କାରଣ ସେମାନେ ଯେତେ ଅଧିକ ଆକ୍ରମଣ କରିଥାନ୍ତି ଆମକୁ (କଂଗ୍ରେସ ଓ ମୋତେ) ସୁଧୁରିବାର ସୁଯୋଗ ମିଳିଥାଏ। ମୁଁ ଚାହୁଁଛି ସେମାନେ ଆହୁରି ଜୋରରେ ଆକ୍ରମଣ … Continue reading ଭଲ ଟ୍ରେନିଂ ଦେଇଥିବାରୁ ବିଜେପି ମୋ ଗୁରୁ, ଯେତେ ଟାର୍ଗେଟ କରିବେ ଆମେ ଅଧିକ ସୁଧୁରିବୁ: ରାହୁଲ