29.1 C
Bhubaneswar
Wednesday, May 8, 2024
HomeUncategorizedନୟାଗଡ ପିଟଇଏସ ଠାରେ କୋଭିଡି ଯୋଦ୍ଧା ଙ୍କ ସବା ଧାର ରେ ଜିଲ୍ଲାପ୍ରଶାସନ ଓ ପୋଲିସ...

ନୟାଗଡ ପିଟଇଏସ ଠାରେ କୋଭିଡି ଯୋଦ୍ଧା ଙ୍କ ସବା ଧାର ରେ ଜିଲ୍ଲାପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଅଶୂଳ ଶ୍ରଦ୍ଧାଞ୍ଜଳି ଅର୍ପଣ 

ନୟାଗଡ(ଜିତୁନ ମହାପାତ୍ର ) ଜିଲ୍ଲାର ଚାନ୍ଦପୁର ଥାନାରେ କର୍ତ୍ତବ୍ୟରତ କୋଭିଡ ଯୋଦ୍ଧା ତଥା କର୍ତ୍ତବ୍ୟରତ ପୋଲିସ ଏ.ଏସ.ଆଇ ଆର.କେ କବିଙ୍କୁ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ତରଫରୁ ଶବାଧାରରେ ପୁଷ୍ପ ଗୁଚ୍ଛ ଦେଇ ଅଶ୍ରୁଳ ଶ୍ରଦ୍ଧାଞ୍ଜଳିb ଅର୍ପଣ କରାଯାଇଛି । ପ୍ରଥମେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଡା.ପୋମା ଟୁଡୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ବେଳେ ପୋଲିସ ପ୍ରଶାସନ ପକ୍ଷରୁ ଏସ.ପି ପ୍ରତ୍ୟୁଷ କୁମାର ଦିୱାକର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନର ପଦସ୍ଥ ଅଧିକାରୀଙ୍କ ସମେତ ପୋଲିସ ପ୍ରଶାସନର ପଦସ୍ଥ ଅଧିକାରୀମାନେ ସମ୍ମାନ ପ୍ରଦର୍ଶନ କରିଥିଲେ ।ଏଥି ପୂର୍ବରୁ ସେଠାରେ ଉପସ୍ଥିତି ସ୍ବର୍ଗତ କବିଙ୍କ ପରିବାର ବର୍ଗ ଙ୍କୁ ଜିଲ୍ଲାପାଳଙ୍କ ସମେତ ଏସପି ସାନ୍ତ୍ୱନା ପ୍ରଦାନ କରିଥିଲେ |, ଏ ସମସ୍ତ କାର୍ଯ୍ୟ କ୍ରମ କୁ ନୟାଗଡ ଟାଉନ ଥାନା ଅଧିକାରୀ ଜୟ ଦୀପ ମହାନ୍ତି ଙ୍କ ପ୍ରତକ୍ଷ ତତ୍ୱାବଧାନ ରେ ଏ ସ ଆ ଇଧର୍ମେନ୍ଦ୍ର ଶିଆଳ ଙ୍କ ସମେତ ଏସ. ଆଇ ସ୍ମୃତିରଞ୍ଜନ ମହାନ୍ତି ପ୍ରମୁଖ ଶାନ୍ତି ଶୃଙ୍ଖଳା ର ସହ ଆଗେଇ ନେଇଥିଲେ |ମୃତ୍ୟୁ ବେଳକୁ 58ବର୍ଷ ହୋଇ ଥିବା ବେଳେ ଉକ୍ତ କୋଭିଡି ଯୋଦ୍ଧା ଙ୍କ ଘର ଦଶପଲ୍ଲା ଅନ୍ତର୍ଗତ ସାତପାଟଣା ବୋଲି ଜଣା ପଡିଛି |
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking