29.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଅପରେସନ ‘ଅଲ ଆଉଟ’ରେ ନକ୍ସଲ ହେବେ ନିପାତ

ଅପରେସନ ‘ଅଲ ଆଉଟ’ରେ ନକ୍ସଲ ହେବେ ନିପାତ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ଆତଙ୍କୀଙ୍କ ବିରୋଧରେ ଜାରି ରହିଥିବା ଅପରେସନ ‘ଅଲ ଆଉଟ’ ରେ ଏବେ ସେମାନଙ୍କୁ ନିପାତ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି । ସୁରକ୍ଷା ଏଜେନ୍ସି ୫୦ ନକ୍ସଲ କମାଣ୍ଡର୍ସଙ୍କ ଲିଷ୍ଟ ଏଥିପାଇଁ ପ୍ରସ୍ତୁତ କରିଛି । ଯେଉଁମାନେ ଛତିଶଗଡ, ଝାଡଖଣ୍ଡ, ଓଡିଶା ଓ ଆନ୍ଧ୍ରପ୍ରଦେଶ ଭଲି ରାଜ୍ୟରେ ସକ୍ରିୟ ଅଛନ୍ତି । ମିଳିଥିବା ସୂଚନା ଅନୁସାରେ, ପ୍ରସ୍ତୁତ ହୋଇଥିବା ୫୦ ନକ୍ସଲ କମାଣ୍ଡର୍ସଙ୍କ ଲିଷ୍ଟରେ ୧୦ ଖତରନାକ ନକ୍ସଲ କମାଣ୍ଡର୍ସ ଅଛନ୍ତି ।
ରିପୋର୍ଟ ମୁତାବକ, କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବରେ ଆଣ୍ଟି ନକ୍ସଲ ଅପରେସନ ଚଲାଇଛନ୍ତି । ଯେଉଁ ଟପ୍ ନକ୍ସଲ କମାଣ୍ଡର୍ସଙ୍କୁ ମୋଷ୍ଟ ୱାଣ୍ଟେଡ ନକ୍ସଲଙ୍କ ଲିଷ୍ଟରେ ସାମିଲ କରାଯାଇଛି, ତା ମଧ୍ୟରେ ହିଡମା ବି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking