26.1 C
Bhubaneswar
Wednesday, May 8, 2024
Homeଓଡିଶାବିଜେଡିକୁ ନରସିଂହଙ୍କ ଟାର୍ଗେଟ

ବିଜେଡିକୁ ନରସିଂହଙ୍କ ଟାର୍ଗେଟ

ଭୁବନେଶ୍ୱର: ବିଜେଡିକୁ ଟାର୍ଗେଟ କଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଉଦଘାଟନରେ ବିଜେଡି ଯୋଗଦେବା ନିଷ୍ପତ୍ତି ପରେ ତେଜିଲା ରାଜନୀତି । ବିଜେଡି ଏହାକୁ ସମର୍ଥନ କରିବା ଆହୁରୀ ନିନ୍ଦନୀୟ ବୋଲି କହିଛନ୍ତି ନରସିଂହ ମିଶ୍ର । ଏହା ହେଉଛି ସାମ୍ବଧାନିକ ଉତ୍ସବ ରାଜନୀତି ଉଚିତ୍ ନୁହେଁ ।  ବିଜେଡିକୁ କଡା ଭାଷାରେ ନିନ୍ଦା କଲା କଂଗ୍ରେସ । ରାଷ୍ଟ୍ରପତି ନିର୍ବାଚନା ବେଳେ ଭଉଣୀ କଥା କହୁଥିଲେ । ଏବେ କୁଆଡେ ଗଲା ଭଉଣୀ ପ୍ରେମ । ଏହା ହେଉଛି ଏକ ନୂଆ ପାର୍ଲାମେଣ୍ଟ ପଲିଟିକ୍ସ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

ତ୍ୱଚାରେ ବରଫ ଲଗାଇବା ଦ୍ୱାରା ହୋଇଥାଏ ଅନେକ ପ୍ରକାରର ଫାଇଦା….

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking