ତ୍ୱଚାରେ ବରଫ ଲଗାଇବା ଦ୍ୱାରା ହୋଇଥାଏ ଅନେକ ପ୍ରକାରର ଫାଇଦା….

ନୂଆଦିଲ୍ଲୀ: ବରଫକୁ ବିଭିନ୍ନ କାମ ପାଇଁ ବ୍ୟବହାର କରାଯାଏ। ଖରାଦିନେ ତ୍ୱଚାରେ ବରଫ ଲଗାଇବା ଦ୍ୱାରା ଅନେକ ଉପକାର ମିଳିଥାଏ। ସୁନେଲି ରଙ୍ଗର ତ୍ୱଚା ପାଇଁ ବରଫ ଖଣ୍ଡକୁ ଏକ ସୂତା କପଡାରେ ରଖି ୩୦ ସେକେଣ୍ଡ ଯାଏଁ ମାଲିସ କରନ୍ତୁ। ସିଧାସଳଖ ବରଫକୁ ନିଜ ତ୍ୱଚାରେ ଲଗାନ୍ତୁ ନାହିଁ। ଖରାସମୟରେ ସନବର୍ନର ସମସ୍ୟା ଅଧିକ ହୋଇଥାଏ। ତେଣୁ ଘରୁ ବାହାରକୁ ଯିବା ପୂର୍ବରୁ ତ୍ୱଚାରେ ତୁଳସୀପତ୍ରର ବରଫ ପ୍ରସ୍ତୁତ କରି ଏହାକୁ ତ୍ୱଚାରେ ମାଲିସ କରନ୍ତୁ। … Continue reading ତ୍ୱଚାରେ ବରଫ ଲଗାଇବା ଦ୍ୱାରା ହୋଇଥାଏ ଅନେକ ପ୍ରକାରର ଫାଇଦା….