28.1 C
Bhubaneswar
Saturday, April 27, 2024
Homeଅପରାଧଝିଅ ହତ୍ୟା: ମାଆ ସହ ସାବତ ବାପାକୁ ଆଜୀବନ ଜେଲ୍‌ ଦଣ୍ଡାଦେଶ

ଝିଅ ହତ୍ୟା: ମାଆ ସହ ସାବତ ବାପାକୁ ଆଜୀବନ ଜେଲ୍‌ ଦଣ୍ଡାଦେଶ

ବାଲେଶ୍ୱର: ମାଆସହ ସାବ୍ ବାପାକୁ ଆଜୀବନ ଜେଲ ଦଣ୍ଡାଦେଶ । ନାବାଳିକା ଝିଅ ହତ୍ୟା ମାମଲାରେ ଓପିଆଇଡି କୋର୍ଟଙ୍କ ଦଣ୍ଡାଦେଶ । ଗତବର୍ଷ ଟାଉନ୍ ଥାନା ଅଞ୍ଚଳରେ ଘଟିଥିଲା ଏହିଭଳି ଅଭାବନୀୟ ଘଟଣା । ଗାମୁଛାରେ ତଣ୍ଟି ଚିପି ୧୩ ବର୍ଷର ଝିଅକୁ ଉଭୟ ମିଶି ହତ୍ୟା କରିଥିଲେ ।

ବିଜେଡିକୁ ନରସିଂହଙ୍କ ଟାର୍ଗେଟ

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking