ବିଜେଡିକୁ ନରସିଂହଙ୍କ ଟାର୍ଗେଟ

ଭୁବନେଶ୍ୱର: ବିଜେଡିକୁ ଟାର୍ଗେଟ କଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଉଦଘାଟନରେ ବିଜେଡି ଯୋଗଦେବା ନିଷ୍ପତ୍ତି ପରେ ତେଜିଲା ରାଜନୀତି । ବିଜେଡି ଏହାକୁ ସମର୍ଥନ କରିବା ଆହୁରୀ ନିନ୍ଦନୀୟ ବୋଲି କହିଛନ୍ତି ନରସିଂହ ମିଶ୍ର । ଏହା ହେଉଛି ସାମ୍ବଧାନିକ ଉତ୍ସବ ରାଜନୀତି ଉଚିତ୍ ନୁହେଁ ।  ବିଜେଡିକୁ କଡା ଭାଷାରେ ନିନ୍ଦା କଲା କଂଗ୍ରେସ । ରାଷ୍ଟ୍ରପତି ନିର୍ବାଚନା ବେଳେ ଭଉଣୀ କଥା କହୁଥିଲେ । ଏବେ କୁଆଡେ ଗଲା … Continue reading ବିଜେଡିକୁ ନରସିଂହଙ୍କ ଟାର୍ଗେଟ