32.1 C
Bhubaneswar
Friday, April 26, 2024
Homeଦେଶ ବିଦେଶ୨୦ ଅକ୍ଟୋବର ଯାଏଁ ଜେଲରେ ରହିବେ ଆର୍ୟାନ ଖାନ

୨୦ ଅକ୍ଟୋବର ଯାଏଁ ଜେଲରେ ରହିବେ ଆର୍ୟାନ ଖାନ

ମୁୁମ୍ବାଇ:  କ୍ରୁଜ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଶାହାରୁଖ ଖାନଙ୍କ ପୁଅ ଆର୍ୟାନ ଖାନଙ୍କୁ ୨୦ ଅକ୍ଟୋବର ଯାଏଁ ଜେଲରେ ରହିବାକୁ ହେବ । ଆଜି ସେଶଂସ କୋର୍ଟ ଜାମିନ ଆବେଦନ ଉପରେ ଲମ୍ବା ଶୁଣାଣି କରିବା ପରେ ଫଇସଲା ସୁରକ୍ଷିତ ରଖିଛନ୍ତି । ଏନସିବି ଆର୍ୟାନ ଖାନଙ୍କ ସମେତ ଅନ୍ୟ ଅଭିଯୁକ୍ତମାନଙ୍କୁ ଦୁଇ ଅକ୍ଟୋବର ଯାଏଁ ହେପାଜତକୁ ନେଇଥିଲା ଓ ପଚାରଉଚୁରା ପରେ ଗିରଫ କରିଥିଲା । ଏହି ସମୟରେ ଆର‌୍ୟନ ଅର୍ଥର ଜେଲରେ ଥିଲେ ।
ଶୁଣାଣୀ ସମୟରେ ଏନସିବି ପକ୍ଷରୁ ଅତିରିକ୍ତ ସଲିସିଷ୍ଟର ଜେନେରାଲ ଅନିଲ ସିଂହ କହିଛନ୍ତି ଯେ, ପ୍ରାରମ୍ଭିକ ଯାଂଚରେ ଅଭିଯୁକ୍ତଙ୍କ ଇଂଟରନ୍ୟାସନଲ ଲିଙ୍କ ସାମ୍ନାକୁ ଆସିଥିଲା । ସମସ୍ତେ ଅନ୍ୟଜଣଙ୍କ ସହ କନେକ୍ଟଡ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking