28.1 C
Bhubaneswar
Saturday, April 27, 2024
Homeଓଡିଶାମୋକିମ୍ ଦେଲେ ଇସ୍ତଫା

ମୋକିମ୍ ଦେଲେ ଇସ୍ତଫା

ଭୁବନେଶ୍ୱର : କଂଗ୍ରେସ ବିଧାୟକ ଦଳ ସମ୍ପାଦକ ପଦବୀରୁ ବିଧାୟକ ମହମ୍ମଦ ମୋକିମ୍ ଆଜି ଇସ୍ତଫା ଦେଇଛନ୍ତି । ପୂର୍ବରୁ ବିଧାୟକ ଦଳ ପଦରୁ ବିଧାୟକ ତାରାପ୍ରସାଦ ବାହିନୀପତି ଇସ୍ତଫା ଦେଇଥିଲେ । ଶରତ ପଟ୍ଟନାୟକ ପିସିସି ସଭାପତି ହେବା ପରେ ବିଧାୟକମାନେ ଜଣଙ୍କ ପରେ ଜଣେ ବିଭିନ୍ନ ପଦବୀରୁ ଇସ୍ତଫା ଦେଇଚାଲିଛନ୍ତି । କଂଗ୍ରେସ ବିଧାୟକ ଦଳରେ ଅସନ୍ତୋଷ ଜୋର ହୋଇଥିବା ଜଣାପଡ଼ିଛି । ସଭାପତିକୁ ନେଇ ବିଧାୟକମାନେ ସନ୍ତୁଷ୍ଟ ନଥିବା ଜଣାପଡ଼ିଛି । ବିଧାନସଭା ଅଧିବେଶରେ ଏହାର ପ୍ରଭାବ ପଡ଼ିପାରେ ବୋଲି ଆଶଙ୍କା କରାଯାଉଛି ।

ଦୈନିକ ୬ ଘଣ୍ଟା ଚାଲିବ ବିଧାନସଭା ମୈାସୁମୀ ଅଧିବେଶନ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking