30.1 C
Bhubaneswar
Friday, April 26, 2024
Homeଅପରାଧସ୍ବାଭିମାନ ଅଞ୍ଚଳରେ ମାଓ ପୋଷ୍ଟର, ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ

ସ୍ବାଭିମାନ ଅଞ୍ଚଳରେ ମାଓ ପୋଷ୍ଟର, ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ

ମାଲକାନଗିରି : ଚେତାବନୀ ମାଲକାନଗିରି ସ୍ବାଭିମାନ ଅଞ୍ଚଳରେ ପୁଣି ଲାଗିଛି ମାଓବାଦୀ ପୋଷ୍ଟର ଓ ବ୍ୟାନର । ପୋଲିସ ଓ ସରକାରଙ୍କୁ ବିରୋଧ କରି ମାଓବାଦୀ ମାନେ ଏହି ପୋଷ୍ଟର ଲଗାଇଛନ୍ତି । ଚିତ୍ରକୋଣ୍ଡା ବ୍ଲକର ଯୋଡ଼ାମ୍ବରୁ ପଣସପୁଟ ପର‌୍ୟ୍ୟନ୍ତ ଦୀର୍ଘ ୧୦ କିଲୋମିଟର ବ୍ୟାପି ଏହା ଲଗାଯାଇଥିବା ଦେଖିବାକୁ ମିଳିଛି ।

ଗତ ୨୫ ତାରିଖରୁ ବିଛିନ୍ନାଞ୍ଚଳରେ ଉତ୍ତେଜନା ଲାଗି ରହିଥିବା ବେଳେ ଯୋଡ଼ାମ୍ବ ପଞ୍ଚାୟତର ଚାରି ଜଣଙ୍କୁ ନକ୍ସଲ ମାନେ ଟାର୍ଗେଟ କରିଛନ୍ତି । ସେମାନଙ୍କୁ ପ୍ରଜା କୋର୍ଟରେ ମୃତ୍ୟୁ ଦଣ୍ଡ ଦିଆଯିବ ବୋଲି ପୋଷ୍ଟରରେ ଉଲ୍ଲେଖ କରିଛି ଲାଲ ବାହିନୀ । ତେବେ ଗତକାଲି ନକ୍ସଲ ମାନେ ବିଚ୍ଛିନ୍ନାଞ୍ଚଳରେ ଏପରି ଧମକପୂର୍ଣ୍ଣ  ପୋଷ୍ଟର ଲଗାଇଛନ୍ତି । ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟଙ୍କ ସହ ରାଜ୍ୟ ପୋଲିସ ବିଭାଗର ବରିଷ୍ଠ ଅଧିକାରୀ ମାନେ ଏହି ଅଞ୍ଚଳ ଗସ୍ତ କରି ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି ।

https://onakhabar.com/2020/02/02/murder-case-48/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking