34.1 C
Bhubaneswar
Friday, March 29, 2024
Homeଓଡିଶାଝାଡ଼ାବାନ୍ତିରେ ୨୫ ରୁ ଅଧିକ ଆକ୍ରାନ୍ତ

ଝାଡ଼ାବାନ୍ତିରେ ୨୫ ରୁ ଅଧିକ ଆକ୍ରାନ୍ତ

କୋରାପୁଟ : କୋରାପୁଟ ଜିଲ୍ଲା ଜୟପୁର ଅନ୍ତର୍ଗତ ବୈପାରୀଗୁଡ଼ା କୁରୁକୁଟି ଗାଁରେ ଝାଡ଼ାବାନ୍ତିରେ ୨୫ ରୁ ଅଧିକ ଲୋକେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସେମାନଙ୍କୁ ବୈପାରୀଗୁଡ଼ା ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଏଡ଼ିଏମଓଙ୍କ ନେତୃତ୍ୱରେ ଗାଁରେ ଏକ ଡ଼ାକ୍ତରୀ ଟିମ ପହଞ୍ଚିଥିବା ନେଇ ସୂଚନା ମିଳିଛି। କେଉଁ କାରଣରୁ ସେମାନେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି ସେନେଇ କୌଣସି ସ୍ପଷ୍ଟ ସୂଚନା ଏଯାବତ ମିଳିପାରି ନାହିଁ।
https://onakhabar.com/2020/02/02/congress-ligation-against-anubhab/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking