28.1 C
Bhubaneswar
Saturday, April 27, 2024
Homeଓଡିଶାମମିତା ହତ୍ୟା ମାମଲା: ଡେମୋ ଦେଖାଇଲା ଗୋବିନ୍ଦ

ମମିତା ହତ୍ୟା ମାମଲା: ଡେମୋ ଦେଖାଇଲା ଗୋବିନ୍ଦ

ବଲାଙ୍ଗିର : ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟରମାଇଣ୍ଡ ଗୋବିନ୍ଦ ଆଜି ମର୍ଡର୍ ର ଡେମୋ ଦେଖାଇଛି । ସେ ଆଜି ମହାଲିଙ୍ଗ ଷ୍ଟାଡିୟମ୍ ରେ ଡେମୋ ଦେଖାଇଥିବା ଜଣାପଡ଼ିଛି । ଗୋବିନ୍ଦକୁ ଆଜି ଭୋର ୪ଟାରେ ନେଇ ସିନ୍ ରିକ୍ରିଏସନ୍ କରାଇଛି ପୋଲିସ୍ । ପ୍ରାୟ ୨୦ରୁ ୨୫ ମିନିଟ୍ ଧରି ଡେମୋ ଦେଖାଇଲା ଗୋବିନ୍ଦ । ମମିତାଙ୍କୁ ସେ କିପରି ପୋଡ଼ିଲା ଓ ପୋତିଲା ତାର ପୂରା ସିନ୍ ସେ ଆଜି ରିକ୍ରିଏଟ୍ କରିଛି । ବରିଷ୍ଠ ପୋଲିସ୍ ଅଧିକାରୀଙ୍କ ଉପସ୍ଥିତିରେ ଡେମୋ ଦେଖାଇଛି । ଉତ୍ତରାଞ୍ଚଳ ଡିଆଇଜି ଏବଂ ବଲାଙ୍ଗିର ଏସପିଙ୍କ ଉପସ୍ଥିିତିରେ ସିନ୍ ରିକ୍ରିଏସନ୍ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking