30.1 C
Bhubaneswar
Sunday, May 5, 2024
Homeଓଡିଶାଦିନରେ ତତେଇଲା , ସନ୍ଧ୍ୟାରେ ଭିଜେଇବ !

ଦିନରେ ତତେଇଲା , ସନ୍ଧ୍ୟାରେ ଭିଜେଇବ !

ଭୁବନେଶ୍ୱର : ଅସହ୍ୟ ଗରମ ଓ ଗୁଳୁଗୁଳିରୁ ସାମାନ୍ୟ ଆଶ୍ୱସ୍ତି ଦେବ କାଳବୈଶାଖୀ । ଆଗାମୀ ୩ ଘଣ୍ଟା ପାଇଁ କାଳବୈଶାଖୀ ଓ ବଜ୍ରପାତ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ । ଟୁଇନ୍ ସିଟି କଟକ ଓ ଭୁବନେଶ୍ୱର ସହ ୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି । ୭ ଜିଲ୍ଲା ମଧ୍ୟରୁ ରାୟଗଡା , ଗଞ୍ଜାମ, କଟକ, ଖୋର୍ଦ୍ଧା , ପୁରୀ , ବରଗଡ , ନୟାଗଡକୁ ଆଲର୍ଟ ଜାରୀ ।

ଅସହ୍ୟ ତାତି : ଦିନ ସାଢେ ୧୧ଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୪୧ ଡିଗ୍ରୀ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking