35.1 C
Bhubaneswar
Tuesday, May 21, 2024
Homeଓଡିଶାବିଦ୍ୟୁତ ଆଘାତରେ ୧୦ ପଶୁ ମୃତ

ବିଦ୍ୟୁତ ଆଘାତରେ ୧୦ ପଶୁ ମୃତ

ସୋର : ସିମୁଳିଆ ଥାନା କାଞ୍ଚପଡା ଗାଁରେ ଘଟିଛି ଅଭାବନୀୟ ଘଟଣା । ୧୧ କେଭି ବିଦ୍ୟୁତ ତାର ଲାଗି ୭ ଗାଇ, ୩ ଷଣ୍ଢ ମୃତ । ଗାଁ ପାଖ ବିଲରେ ବିଦ୍ୟୁତ ତାର ଲାଗି ଚାଲିଯାଇଛି ୧୦ ପଶୁଙ୍କ ଜୀବନ ।

ବ୍ୟାଙ୍କରେ ଅଗ୍ନିକାଣ୍ଡ ; ୩ ଅସୁସ୍ଥ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking