29.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶରକ୍ତରେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଲେ ସୁଟର ବର୍ତ୍ତିକା ସିଂହ,କହିଲେ.......

ରକ୍ତରେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଲେ ସୁଟର ବର୍ତ୍ତିକା ସିଂହ,କହିଲେ…….

ନୂଆଦିଲ୍ଲୀ : ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଆନ୍ତର୍ଜାତୀୟ ସୁଟର ବର୍ତ୍ତିକା ସିଂହ ରକ୍ତ ଭିଜା ଚିଠି ଲେଖିଥିବାର ଜଣା ପଡିଛି । ନିଜ ହାତ କାଟି ରକ୍ତରେ ଏହି ଚିଠି ଲେଖିଛନ୍ତି ସୁଟର ବର୍ତ୍ତିକା । ଏହା ସହ ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ତୁରନ୍ତ ଫାଶୀ ମଧ୍ୟ ସେ ଦାବି କରିଛନ୍ତି । ତାହା ପୁଣି ସେ ନିଜେ ଫାଶୀ ଦେବେ ବୋଲି ଇଚ୍ଛା ପ୍ରକାଶ କରିଛନ୍ତି । ଫଳରେ ମହିଳାଙ୍କୁ ସୁରକ୍ଷା ପାଇଁ ସେ ଏପରି କରିବାକୁ ଚାହୁଁଥିବା ସେ କହିଛନ୍ତି । କେବଳ ଚିଠି ନୁହେଁ ଟ୍ୟୁଇଟ କରି ସମସ୍ତ ମହିଳା ଜନ ପ୍ରତିନିଧି ଏବଂ ଅଭିନେତ୍ରୀଙ୍କ ସମର୍ଥନ ମଧ୍ୟ ଲୋଡିଛନ୍ତି ବର୍ତ୍ତିକା ।
https://onakhabar.com/2019/12/15/rape-31/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking