29.1 C
Bhubaneswar
Saturday, April 27, 2024
Homeଓଡିଶାକୋରାପୁଟ ଲକଡାଉନ

କୋରାପୁଟ ଲକଡାଉନ

କୋରାପୁଟ : ଆଜି ସଂନ୍ଧ୍ୟାଠାରୁ କୋରାପୁଟ ଜିଲ୍ଲା ପ୍ରଶାସନ ୪ଟି ମୁନିସପାଲଟି ଏବଂ ୫ଟି ଗ୍ରାମପଞ୍ଚାୟତକୁ ଲକଡାଉନ ଘୋଷଣା କରିଛନ୍ତି । କୋରାପୁଟ , ସୁନାବେଡ଼ା ଓ ଜୟପୁର ମ୍ୟୁନିସପାଲଟିକୁ ଆସନ୍ତା ୨୭ତାରିଖ ପର୍ଯ୍ୟନ୍ତ ଲକଡାଉନ କରାଯାଇଛି । ଏଥିସହ କୋଟପାଡ଼ ଏନଏସିକୁ ମଧ୍ୟ ଲକଡାଉନ ଘୋଷଣା କରାଯାଇଛି । ଜିଲ୍ଲାର ବୋରିଗୁମ୍ମା, ଚାରଙ୍ଗ , ପଟାଙ୍ଗା ଓ ଲକ୍ଷ୍ମୀପୁର ପଞ୍ଚାୟତକୁ ଲକଡାଉନ କରାଯାଇଛି । ଏନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଆସନ୍ତା ୭ଦିନ ପାଇଁ ଏହି ସବୁ ଉପରୋକ୍ତ ଅଞ୍ଚକୁ ଲକଡାଉନ ରଖାଯାଇଛି ।
ଲକଡାଉନ ସମୟରେ ସମସ୍ତ ଅତ୍ୟାବଶ୍ୟକ ସେବା କାର୍ଯ୍ୟ ଚାଲୁ ରହିବ । ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ସମସ୍ତ ଜରୁରୀ ସାମଗ୍ରୀ ଦୋକାନ ଖୋଲିବ । ଏବେ ସୁଦ୍ଧା ଜିଲ୍ଲାରୁ ୩୧୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ୮୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଅନ୍ୟ ୨୨୬ ଜଣ ବିଭିନ୍ନ କୋଭିଡ଼ ହସ୍ପିଟାଲରୁ ଚିକିତ୍ସିତ ହେଉଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking