29.1 C
Bhubaneswar
Friday, May 10, 2024
Homeଓଡିଶାସ୍ୱାମୀଙ୍କ ଦ୍ୱିତୀୟ ବିବାହ ଖବର ପାଇ ଶାଶୂ ଘର ଆଗରେ ଧାରଣାରେ ପ୍ରଥମ ପତ୍ନୀ

ସ୍ୱାମୀଙ୍କ ଦ୍ୱିତୀୟ ବିବାହ ଖବର ପାଇ ଶାଶୂ ଘର ଆଗରେ ଧାରଣାରେ ପ୍ରଥମ ପତ୍ନୀ

କେନ୍ଦ୍ରାପଡା: ଶାଶୂ ଘର ଆଗରେ ଧାରଣା । ସ୍ୱାମୀଙ୍କ ଦ୍ୱିତୀୟ ବିବାହ ଖବର ପାଇ ଧାରଣାରେ ବସିଲେ ପ୍ରଥମ ପତ୍ନୀ । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଥାନା ଅଧିନ କୋଚିଳା ଗାଁର ଅଭାବନୀୟ ଘଟଣା । ମହିଳା ଜଣକ ହେଲେ ସ୍ଥାନୀୟ ବରକନ୍ଧା ଗାଁର ସୂଦର୍ଶନ ବେହେରାଙ୍କ ଝିଅ ରଶ୍ମିତା । ୮ବର୍ଷ ପୂର୍ବେ କୋଚିଳା ଗାଁର ରାଧୁ ସାହୁଙ୍କ ପୁଅ ପ୍ରହଲ୍ଲାଦଙ୍କୁ ବିବାହ କରିଥିଲେ । ଉଭୟଙ୍କ ମଧ୍ୟରେ ମନ ମନାନ୍ତର ନେଇ ଦୀର୍ଘ ବର୍ଷ ହେବ ମାମଲା କୋର୍ଟରେ ରହିଛି । ତେବେ ସ୍ୱାମୀଙ୍କର ଦ୍ୱିତୀୟ ବିବାହ ଖବର ଶୁଣି ଦିନତମାମ ଘରେ ଆଗରେ ବସି ରହିଛନ୍ତି ରଶ୍ମିତା । ହେଲେ ଶାଶୁ ଘର ଲୋକେ ଘରେ ତାଲା ପକାଇ କେଉଁଆଡେ ଚାଲିଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking