30.1 C
Bhubaneswar
Friday, April 26, 2024
Homeଓଡିଶାଜୟରାମ ଶତପଥୀ ଗଜପତି ଜିଲ୍ଲା ଏସପି

ଜୟରାମ ଶତପଥୀ ଗଜପତି ଜିଲ୍ଲା ଏସପି

ଭୁବନେଶ୍ୱର: ଆଜି ଗୃହ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ,  ଗଜପତି ଜିଲ୍ଲାର ଏସପି ହେଲେ ଜୟୀରାମ ଶତପଥୀ । ଜୟୀରାମ କଳିଙ୍ଗନଗର, ଯାଜପୁରର ଅତିରିକ୍ତ ଏସପି ଥିଲେ । ଅନେକ ପ୍ରକାର ଅପରାଧିକ କାର୍ଯ୍ୟକଳାପର ପର୍ଦାଫାଶ କରିଥିଲେ ଜୟରାମ । ମାତ୍ର ବର୍ତମାନ ତାଙ୍କର ବଦଳି କରାଯାଇଛି ।

 

କାହାଣୀ ଏମିତି ଏକ ଦେଶର, ଯାହାକୁ କୁହାଯାଏ ‘ୟୁରୋପର ରୋଗୀ’

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking