କାହାଣୀ ଏମିତି ଏକ ଦେଶର, ଯାହାକୁ କୁହାଯାଏ ‘ୟୁରୋପର ରୋଗୀ’

ନୂଆଦିଲ୍ଲୀ: ତୁର୍କୀ ହେଉଛି ଏକ ସୁନ୍ଦର ଦେଶ, ଯାହା ୟୁରେସିଆରେ ଅବସ୍ଥିତ । ୟୁରେସିଆ ହେଉଛି ଏକ ଭୌଗୋଳିକ ଭୂଖଣ୍ଡ, ଯିଏ ୟୁରୋପ ଓ ଏସିଆ ମହାଦ୍ୱୀପକୁ ମିଶାଇ ଗଠନ ହୋଇଛି । ଏହି ଦେଶର କିଛି ଭାଗ ୟୁରୋପ ଓ ଅଧିକାଂଶ ଏସିଆରେ ରହିଛି । ଏଥିପାଇଁ ଏହାକୁ ୟୁରୋପ ଓ ଏସିଆର ପୁଲ ବି କୁହାଯାଏ । ଆପଣ କଣ ଜାଣିଛନ୍ତି କି, ତୁର୍କୀକୁ ‘ୟୁରୋପର ରୋଗୀ’ ବୋଲି କୁହାଯାଏ । ଏହା ପଛରେ … Continue reading କାହାଣୀ ଏମିତି ଏକ ଦେଶର, ଯାହାକୁ କୁହାଯାଏ ‘ୟୁରୋପର ରୋଗୀ’