29.1 C
Bhubaneswar
Sunday, May 5, 2024
Homeଓଡିଶାଏସପିଙ୍କ ନିର୍ଦ୍ଦେଶରେ କଳିଙ୍ଗନଗର ପୋଲିସ ପକ୍ଷରୁ ସପ୍ତାହନ୍ତ ସଟଡାଉନକୁ ନେଇ କଡ଼ା ଚେକିଙ୍ଗ 

ଏସପିଙ୍କ ନିର୍ଦ୍ଦେଶରେ କଳିଙ୍ଗନଗର ପୋଲିସ ପକ୍ଷରୁ ସପ୍ତାହନ୍ତ ସଟଡାଉନକୁ ନେଇ କଡ଼ା ଚେକିଙ୍ଗ 

ଯାଜପୁର : ଯାଜପୁର ଜିଲ୍ଲାରେ କରୋନା ରେଡ ଜୋନରେ ରହିଛି । କୋଭିଡ୍ ଆଇନ୍‌କୁ ପାଲନ କରିବାରେ ଢିଲା ରହୁ ଥିବାରୁ କରୋନା ସ୍ଥିତି ସୁଧୁରୁ ନାହିଁ । କୋଭିଡ୍ ନିୟମକୁ କଡା କଢ଼ି କରିବା ପାଇଁ ଏସପି ସମଗ୍ର ଥାନାମାନଂକୁ ନିର୍ଦେଶ ଦେଇଛନ୍ତି l କଳିଙ୍ଗନଗର ଥାନା ପକ୍ଷରୁ ସପ୍ତାହନ୍ତ ସଟଡାଉନ କଡ଼ାକଡ଼ି ଭାବେ ଜାରୀ କରିଛି ! ଏହି କାର୍ଯ୍ୟକ୍ରମ ଯାଜପୁର ଜିଲ୍ଲା ଏସପି ରାହୁଲ ପି ଆରଙ୍କ ନିର୍ଦେଶାନୁକ୍ରମେ ଜନସାଧାରଣଙ୍କୁ ସଚେତନତା ସହ ମାକ୍ସ, ସାମାଜିକ ଦୂରତା ଓ ହେଲମେଟକୁ ଯାଞ୍ଚ କରାଯାଇଛି ଏବଂ କଳିଙ୍ଗନଗର ଥାନାଧିକାରୀ ସୁଶାନ୍ତ କୁମାର ଦାସଙ୍କ ତତ୍ୱାବଧାନରେ ସମସ୍ତ ପୋଲିସ କର୍ମଚାରୀମାନଙ୍କ ଦ୍ୱାରା କଳିଙ୍ଗନଗରର ବିଭିନ୍ନ ସ୍ଥାନରେ ଚେକିଂ କରି ପଚିଶ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି ଏବଂ ଏହି କାର୍ଯ୍ୟକ୍ରମ କଳିଙ୍ଗନଗର ଅଞ୍ଚଳରେ ଆହୁରି କଡ଼ାକଡ଼ି  ଭାବେ ଯାଞ୍ଚ କରିବାକୁ ଏସପିଙ୍କ ନିର୍ଦେଶ ରହିଛି ବୋଲି କଳିଙ୍ଗନଗର ଥାନାଧିକାରୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking