29.1 C
Bhubaneswar
Friday, May 10, 2024
Homeଓଡିଶାବ୍ୟାସନଗର ପୌର ପରିଷଦରେ ଔଷଧ ବିତରଣ ସେବା ଆରମ୍ଭ

ବ୍ୟାସନଗର ପୌର ପରିଷଦରେ ଔଷଧ ବିତରଣ ସେବା ଆରମ୍ଭ

ଯାଜପୁର  : ଯାଜପୁର ଜିଲ୍ଲାର ଯାଜପୁର ଟାଉନ ଓ ଯାଜପୁର ରୋଡ ଥାନା ପକ୍ଷରୁ ଔଷଧ ବିତରଣ ସେବା ଏସ୍ପିଙ୍କ ନିର୍ଦେଶ କ୍ରମେ ଆରମ୍ଭ ହୋଇଛି l ଯାଜପୁର ରୋଡ ଥାନା ତାଙ୍କ ଅଂଚଳରେ ଘରୋଇ ଔଷଧ ବିତରଣ ସେବା ଆରମ୍ଭ କରିଛନ୍ତି। ଯଦି କୌଣସି ନାଗରିକ ଔଷଧ ନେବାକୁ ଚାହାନ୍ତି ସେମାନେ ଏହି ଫୋନ୍ ନମ୍ୱର୍ 8984227476 ରେ ସମ୍ପର୍କ କରି ନିଜର ପରିଚୟ ଓ ଠିକଣା ପ୍ରଦାନ କରନ୍ତୁ। ଆପଣଙ୍କ ଘରେ ୨୪ ଘଣ୍ଟା ମଧ୍ୟରେ ଥାନା କର୍ମଚାରୀଙ୍କ ଦ୍ଵାରା ଔଷଧ ପହଁଚି ଯିବ। ଔଷଧ ପହଞ୍ଚିବା ପରେ ଆପଣ ଔଷଧର ମୂଲ୍ୟ ପ୍ରଦାନ କରିବେ। ଏହି ସେବା କେବଳ ଲକ୍ ଡାଉନ୍ ସମୟରେ ଉପଲବ୍ଧ ହେବ। ସେହିପରି ଯାଜପୁର ଟାଉନ ଥାନା ପକ୍ଷରୁ ମଧ୍ୟ ଏହି ସେବା ପୋଲିସ ପକ୍ଷରୁ କରାଯାଇଛି l ଏହି ସେବା ଫଳରେ ବରିଷ୍ଠ ନାଗରିକମନେ ଉପକୃତ ହେଉଛନ୍ତି ଓ ପୋଲିସ କୁ ସାଧୁବାଦ ଜଣାଉଛନ୍ତି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking