32.1 C
Bhubaneswar
Saturday, May 18, 2024
Homeଓଡିଶା୬,୮ ରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

୬,୮ ରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ୱର : ୨ ଦିନ ପ୍ରବଳ ଝଡ ବର୍ଷା ନେଇ ମତ୍ସ୍ୟଜୀବୀଙ୍କୁ ସତର୍କତା ଜାରି । ୬ ଓ ୮ ତାରିଖ ଦୁଇ ଦିନ ସମୁଦ୍ର ନଯିବାକୁ ଆଇଏମଡିର ପରାମର୍ଶ । ଉତ୍ତର ଓଡିଶା ଉପକୂଳରେ ଝଡ ବର୍ଷା ନେଇ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ । ୪୦ ରୁ ୫୦ କିମି ବେଗରେ ପବନ ସହ ବଡ ଜୁଆର ଅରସିବା ସମ୍ଭାବନା ।

୪୦ ଡିଗ୍ରି ଉପରେ ରାଜ୍ୟର ୨୫ ସହର

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking