28.1 C
Bhubaneswar
Tuesday, May 21, 2024
Homeଓଡିଶାନାମାଙ୍କନ ଭରିଲେ ମନମୋହନ

ନାମାଙ୍କନ ଭରିଲେ ମନମୋହନ

ଭଦ୍ରକ : ନାମାଙ୍କନ ଭରିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଭଦ୍ରକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ଭରିଲେ । ଚାନ୍ଦବାଲି ବିଧାନସଭା ବିଜେପି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ମନମୋହନ । ସମର୍ଥକଙ୍କ ସହ ବିରାଟ ରାଲିରେ ଯାଇ ନାମାଙ୍କନ ଦାଖଲ କଲେ ।

ଅଖିମୁଠି ଅନୁକୂଳ କଲେ ବରିଷ୍ଠ ନେତା ସୁର ରାଉତରାୟ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking