30.1 C
Bhubaneswar
Friday, April 26, 2024
Homeଓଡିଶାସରକାରୀ ଯୋଜନାରେ ହୋଇଥିବା ବ୍ୟାପକ ଅନିୟମିତତା ପ୍ରତିବାଦରେ ଚାଲିଥିବା ଆମରଣ ଅନଶନ ପ୍ରତ୍ୟାହୃତ

ସରକାରୀ ଯୋଜନାରେ ହୋଇଥିବା ବ୍ୟାପକ ଅନିୟମିତତା ପ୍ରତିବାଦରେ ଚାଲିଥିବା ଆମରଣ ଅନଶନ ପ୍ରତ୍ୟାହୃତ

ଯାଜପୁର : ଦଶରଥପୁର ବ୍ଲକ କମାରଡିହ ପଂଚାୟତରେ ସରକାରୀ ଯୋଜନାରେ ହୋଇଥିବା ବ୍ୟାପକ ଅନିୟମିତତା ପ୍ରତିବାଦରେ ଚାଲିଥିବା ଆମରଣ ଅନଶନ ପ୍ରତ୍ୟାହୃତ ହୋଇଛି । ପଂଚାୟତରେ ହୋଇଥିବାର ସରକାରୀ ଯୋଜନାରେ ଦୁର୍ନିତିକୁ ପ୍ରତିବାଦ କରି ସମିତି ସଭ୍ୟ ମଳୟ ପଣ୍ଡାଙ୍କ ନେତୃତ୍ୱରେ ଗତକାଲି ଠାରୁ ଆମରଣ ଅନଶନ କରାଯାଇଥିଲା । ସମିତି ସଭ୍ୟ ମାନଙ୍କ ଦ୍ୱାରା ଦିଆଯାଉଥିବା ବିଭିନ୍ନ ପ୍ରକଳ୍ପ କାମକୁ ତ୍ୱରାନିତ କରିବା,ପଂଚାୟତରେ ନିଯୁକ୍ତ ଜିଆରଏସ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆଦି ଦାବୀ କରିଥିଲେ । ଆଜି ସ୍ଥାନୀୟ ବିଧାୟିକା ପ୍ରମିଳା ମଲ୍ଲିକ ପୋଂନ ଯୋଗେ ମଳୟ ପଣ୍ଡାଙ୍କ ସହିତ ଆଲୋଚନା କରି ସମସ୍ତ ଦାବୀ ପୁରଣ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ଏଥିସହିତ ବିଜେଡି ନେତା ସରୋଜ ମହାପାତ୍ର ପହଚିଂ ଦୁର୍ନିତି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପ୍ରତିଶୃତି ଦେବା ପରେ ଆମରଣ ଅନଶନ ପ୍ରତ୍ୟାହୃତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking