29.4 C
Bhubaneswar
Saturday, May 4, 2024
Homeଦେଶ ବିଦେଶରାଷ୍ଟ୍ରପତି ଭବନରେ ପଦ୍ମ ପୁରଷ୍କାର ପ୍ରଦାନ

ରାଷ୍ଟ୍ରପତି ଭବନରେ ପଦ୍ମ ପୁରଷ୍କାର ପ୍ରଦାନ

ନୂଆଦିଲ୍ଲୀ : ଆଜି ଦେଶର ସର୍ବୋଚ୍ଚ ବେସାମରିକ ପୁରସ୍କାର ପଦ୍ମ ପୁରସ୍କାର ଘୋଷଣା ହୋଇଛି। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପାଇଁ ପଦ୍ମ ପୁରଷ୍କାର ପ୍ରଦାନ କରାଯାଇଛି । ରାଷ୍ଟ୍ରପତି ଭବନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପୁରସ୍କାର ପ୍ରଦାନ କରାଯାଇଛି । ପୂର୍ବତନ ଉପରାଷ୍ଟ୍ରପତି ଏମ୍ ଭେଙ୍କେୟା ନାଇଡୁଙ୍କୁ ପଦ୍ମ ବିଭୂଷଣ ପ୍ରଦାନ । ସମାଜସେବା ପାଇଁ ବିନ୍ଦେଶ୍ୱର ପାଠକଙ୍କୁ ମରଣୋତ୍ତର ଭାବେ ପଦ୍ମ ବିଭୂଷଣ ପ୍ରଦାନ କରାଯାଇଛି । କଳା କ୍ଷେତ୍ରରେ ପଦ୍ମୀ ସୁବ୍ରମଣ୍ୟମଙ୍କୁ ପଦ୍ମ ବିଭୂଷଣ ପ୍ରଦାନ କରାଯାଇଛ । କଳା କ୍ଷେତ୍ରରେ ଭେଟେରାନ ମିଥୁନ ଚକ୍ରବର୍ତ୍ତିଙ୍କୁ ପଦ୍ମଭୂଷଣ ସମ୍ମାନ ପ୍ରଦାନ କରାଯାଇଛି । କଳା କ୍ଷେତ୍ରରେ ଗାୟିକା ଉଷା ଉଥୁପଙ୍କୁ ମଧ୍ୟ ପଦ୍ମ ଭୂଷଣ ସମ୍ମାନ ପ୍ରଦାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking