25.1 C
Bhubaneswar
Thursday, May 9, 2024
Homeଓଡିଶାଦାନଗଦୀ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଦାନଗଦୀ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଯାଜପୁର : ପରୀ ଭଳି ଜଣେ ୪ବର୍ଷର ଝିଅକୁ ନୃଶଂସ ଭାବେ ହତ୍ୟା କରିବା ଏବଂ ତାର ଶରୀର ଅଙ୍ଗପ୍ରତ୍ୟେଙ୍ଗକୁ ଦୁର୍ବୃତ୍ତମାନେ ବିକ୍ରି କରିବା ପ୍ରତିବାଦରେ ଯାଜପୁର ଜିଲ୍ଲା ଦାନଗଦୀ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା । ଦାନଗଦୀ ଅଞ୍ଚଳର ବିଜେପି ସଂଗଠନର ଯୁବକମାନେ ତହସିଲ ଆଗରେ ବିକ୍ଷୋଭ କରିବା ସହ ପରୀର ମୃତ୍ୟୁ ପାଇଁ ରାଜ୍ୟ ସରକାରଙ୍କ ଅପାରଗତାକୁ ଦାୟି କରିଛନ୍ତି । ତୁରନ୍ତ ଏହି ଘଟଣାର ସିବିଆଇ ତଦନ୍ତ କରି ଦୋଷୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରାଯାଇଛି । ଏଥିସହ ଘଟଣାକୁ ଘଣ୍ଟ ଘୋଡାଉଥିବା ସମ୍ପୃକ୍ତ ବିଧାୟକ ଓ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆନ୍ଦୋଳନକାରୀମାନେ ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking