29.1 C
Bhubaneswar
Saturday, April 27, 2024
Homeଓଡିଶାଯାଜପୁର ବାଳାଶ୍ରମ ପଡିଆରେ ଆରମ୍ଭ ହେବାକୁ ଯାଉଛି ସୁନି ଇଜତେମା

ଯାଜପୁର ବାଳାଶ୍ରମ ପଡିଆରେ ଆରମ୍ଭ ହେବାକୁ ଯାଉଛି ସୁନି ଇଜତେମା

ଯାଜପୁର : ଆସନ୍ତା ୨୯ ତାରିଖରୁ ଯାଜପୁର ବାଳାଶ୍ରମ ପଡିଆରେ ଆରମ୍ଭ ହେବାକୁ ଯାଉଛି ସୁନି ଇଜତେମା । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଓ ରାଜ୍ୟ ବାହାରର ୫୦ ହଜାରରୁ ଉର୍ଦ୍ଧ ମୁସଲମାନ ଧର୍ମାବଲମ୍ବୀ ଯୋଗ ଦେଇ ଧର୍ମଚର୍ଚାରେ ଭାଗ ନେବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଗଠନ ହୋଇଛି ସମନ୍ୱୟ କମିଟି । ଶାନ୍ତିଶୃଙ୍ଖଳାରେ ଏହାକୁ ଶେଷ କରିବାକୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଯୋଗ ଦେଇ ଆୟୋଜନ କାର୍ଯ୍ୟର ସମୀକ୍ଷା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଯାଜପୁର ପୌରପାଳିକାର ପୂର୍ବତନ ପୌରାଧ୍ୟକ୍ଷା ଭବପ୍ରସାଦ ଦାସ,ବିଜେଡି ଜିଲା ସଭାପତି ସରୋଜ ମହାପାତ୍ର,ସମାଜସେବୀ କର୍ଣ୍ଣାଟ କେଶରୀ ଦାସ, ବଟକୃଷ୍ଣ ମହାପାତ୍ରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ କାର୍ଯ୍ୟକ୍ରମକୁ ସପଂଳ କରିବାକୁ ଆହ୍ୱାନ ଦେଇଥିଲେ ।
https://onakhabar.com/2020/02/24/elephant-attack-10/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking