30.1 C
Bhubaneswar
Saturday, May 4, 2024
Homeଓଡିଶାମୁଖ୍ୟମନ୍ତ୍ରୀ ରିପୋର୍ଟ ଦେଖିନାହାନ୍ତି : ସୁନନ୍ଦା

ମୁଖ୍ୟମନ୍ତ୍ରୀ ରିପୋର୍ଟ ଦେଖିନାହାନ୍ତି : ସୁନନ୍ଦା

ଭୁବନେଶ୍ୱର : ଟିକେଟ କଟିବା ପରେ ବର୍ଷିଗଲେ ବରୀ ବିଧାୟକ ସୁନନ୍ଦା ଦାସ । ମୁଖ୍ୟମନ୍ତ୍ରୀ ରିପୋର୍ଟ ଦେଖିଥିଲେ ଟିକେଟ କଟିନଥାନ୍ତା ବୋଲି କହିଲେ । ଏକାଧିକ ଚକ୍ରାନ୍ତକାରୀ ମିଶି ଏମିତି କଲେ, ତାଙ୍କ କଥା ଜଗନ୍ନାଥ ବୁଝିବେ । ରିପୋର୍ଟ ମୋ ସପକ୍ଷରେ ଥିଲା, ଟିକେଟ କାଟିବାକୁ ବାରମ୍ବାର ରିପୋର୍ଟ ଦେଲେ । ମୁଖ୍ୟମନ୍ତ୍ରୀ ଯଦି ମୋ ରିପୋର୍ଟ ଦେଖିଥାନ୍ତେ, କେବେ ଟିକେଟ କଟିନଥାନ୍ତା । ମୋ ଟିକେଟ କାଟି ଜଣେ ଗୁଣ୍ଡା, ବଦମାସଙ୍କୁ ଟିକେଟ ଦିଆଯାଇଛି । ତାଙ୍କଠାରୁ କଣ ପାଇଥିବେ ବୋଲି ତାଙ୍କୁ ଟିକେଟ ଦେଇଛନ୍ତି । ଟିକେଟ କଟାଯିବା ବୋଲି ମୋତେ କେବେ ଡାକି ଆଲୋଚନା କରିନାହାନ୍ତି । ୫ ବର୍ଷ ନିଷ୍ଠାର ସହ କାମ କରିବି ଦଳ ମୋ ପ୍ରତି ବିଚାର କଲାନି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking