29.1 C
Bhubaneswar
Saturday, April 27, 2024
Homeଓଡିଶାଯାଜପୁର ଜିଲାରେ କରୋନା ଲହର ଦୁଇ ଅଙ୍କ ରୁ ତିନି ଅଙ୍କ ରେ ପଂହଁଚିଲାଣି

ଯାଜପୁର ଜିଲାରେ କରୋନା ଲହର ଦୁଇ ଅଙ୍କ ରୁ ତିନି ଅଙ୍କ ରେ ପଂହଁଚିଲାଣି

ଯାଜପୁର : ଜିଲ୍ଲା ରେ କରୋନା ଲହର ଦିନକୁ ଦିନ କାୟା ବିସ୍ତାର କରି ଦୁଇ ଅଙ୍କ ରୁ ତିନି ଅଙ୍କ ରେ ପଂହଁଚିଲାଣି l ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା ଓ ସର୍ତକ ମୂଳକ ଵେବସ୍ତା କରାଯାଇଛି l ସମଗ୍ର ଜିଲ୍ଲା ରେ ଆଜି କରୋନା ପଯ୍ଏଟିଭ ଙ୍କ ସଂଖ୍ୟା 133ରେ ପଂହଁଚିଲାଣି ସହର ଅଞ୍ଚଳ ରେ ସଟ ଡାଉନ ନାଇଟ କରଫୁ ଜାରି କରାଯାଇଛି l କିନ୍ତୁ ଗ୍ରାମ୍ୟଞ୍ଚଳ ରେ ସପ୍ତାହିକ ହାଟ ରେ ସାମାଜିକ ଦୂରତା ମେଣ୍ଟେନ କରାଯାଉ ନାହଁ l ବିଭିନ୍ନ ଛକ ମାନଙ୍କ ରେ ସାମାଜିକତା ଦୂରତା ଓ ମାକ୍ସ ଉପରେ ପୋଲିସ ପ୍ରଶାସନ ଧାନ୍ୟ ଦିଆ ଯାଉନାହିଁ ଏସ୍ପି ଅଫିସ ରେ ବାସୀ ପ୍ରେସ ବିଜ୍ଞପ୍ତି ଦେଇ ବାହା ବାହା ନେଉଛନ୍ତି ଫିଲଡ ଭିଜିଟ କରୁ ନାହାନ୍ତି l ଥାନା ଅଧିକାରୀ ଉପରେ ଏସ୍ପି ଙ୍କ ର କର୍ତ୍ତୃଢ୍ୟ ରହୁ ନାହଁ l ଜିଲ୍ଲା ପାଳ କରୋନା ମୁକାବିଲା ପାଇଁ ଯେତିକି ବ୍ୟସ୍ତ ପୋଲିସ ପ୍ରଶାସନ ଲୋକ ଦେଖାଣିଆ ଚେକିଂ କରି ପକେଟ ଗରମ ରେ ବେସ୍ତ l ଆଜି ର କରୋନା ପଯ୍ଏଟିଭ ଙ୍କ ସବିଶେଷ ବିବରଣୀ ପ୍ରକାଶ କରାଗଲା l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking