31.1 C
Bhubaneswar
Tuesday, May 7, 2024
Homeଆଇପିଏଲ୍ -2022ଯଦି ଆଇପିଏଲ ଦେଖନ୍ତି, ୫ଟି ପ୍ରଶ୍ନର ସଠିକ ଉତ୍ତର ଦେଇ ପାଆନ୍ତୁ ପୁରସ୍କାର

ଯଦି ଆଇପିଏଲ ଦେଖନ୍ତି, ୫ଟି ପ୍ରଶ୍ନର ସଠିକ ଉତ୍ତର ଦେଇ ପାଆନ୍ତୁ ପୁରସ୍କାର

ନୂଆଦିଲ୍ଲୀ: ଫ୍ଲିପକାର୍ଟରେ ଡେଲି ଟ୍ରିଭିଆ ଆରମ୍ଭ ହୋଇଛି । ଫ୍ଲିପକାର୍ଟ କ୍ୱିଜ ବି ଗ୍ରାହକଙ୍କୁ ଉପହାର ଜିତିବାର ସୁଯୋଗ ଦେଉଛି । ଏହି କ୍ୱିଜ ରାତି ୧୨ଟାରୁ ଆରମ୍ଭ ହୋଇଛି ଏବଂ ଏହା ଆଜି ଦିନ ୧୨ ପର୍ଯ୍ୟନ୍ତ ଚାଲିଥିଲା । ତେବେ ଏହି କ୍ୱିଜରେ ୫ଟି ପ୍ରଶ୍ନ ପଚରାଯାଏ । କ୍ୱିଜ ଡେଲି ଇଭେଣ୍ଟ ଓ କରେଣ୍ଟ ଆଫେୟାର୍ସ ଉପରେ ରହିଥାଏ ।
ଏହି କ୍ୱିଜ ଆଣ୍ଡ୍ରଏଡ ଓ ଆଇଓଏସ ଦୁଇ ଡିଭାଇସ ପାଇଁ ଉପଲବ୍ଧ । ଯାହାକୁ ବ୍ୟବହାରକାରୀମାନେ ଗେମ୍ ଜୋନକୁ ଯାଇ ଖେଳିପାରିବେ ।
ବ୍ୟବହାରକାରୀ ଫ୍ଲିପକାର୍ଟ କ୍ୱିଜର ପାର୍ଟ ହୋଇ କୁପନ, ପ୍ରାଇଜ ଓ ବିଭିନ୍ନ ପ୍ରକାର ଉପହାର ଜିତିପାରିବେ । ଏହାବ୍ୟତୀତ ପ୍ରତିଯୋଗୀମାନେ ଫ୍ଲିପକାର୍ଟ ସୁପର କଏନ ବି ଜିତିପାରିବେ । ଧ୍ୟାନରେ ରଖିବା ଦରକାର ଯେ, ପୁରସ୍କାର ଜିତିବା ପାଇଁ ପ୍ରତିଯୋଗୀଙ୍କୁ କ୍ୱିଜର ସମସ୍ତ ପ୍ରଶ୍ନର ସଠିକ ଉତ୍ତର ଦେବାକୁ ହେବ ।
ପ୍ରକାଶଯୋଗ୍ୟ, କେବଳ ପ୍ରଥମ ୫୦ ହଜାର ପ୍ରତିଯୋଗୀଙ୍କୁ ହିଁ ପ୍ରାଇଜ ଜିତିବାର ସୁଯୋଗ ମିଳିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking