31.1 C
Bhubaneswar
Sunday, May 19, 2024
Homeବିଜିନେସ୍ହ୍ୱାଟସଆପରେ ଆସିପାରେ ଏହି ଖାସ୍ ସୁବିଧା

ହ୍ୱାଟସଆପରେ ଆସିପାରେ ଏହି ଖାସ୍ ସୁବିଧା

ନୂଆଦିଲ୍ଲୀ: ହ୍ୱାଟସଆପ ଅପଡେଟ ଟ୍ରାକର ୱାବିଟାଇନଫୋ ନିଜ ରିପୋର୍ଟରେ କହିଛି ଯେ, ଭଏସ ମେସେଜର ପ୍ଲେବ୍ୟାକ ସ୍ପିଡକୁ ବଢାଇବା ସୁବିଧା ଆଣ୍ଡ୍ରଏଡ ବିଟା ୨.୨୧.୯.୪ ପାଇଁ ହ୍ୱାଟସଆପରେ ବହୁତ ସଂକ୍ଷେପରେ ଏନେବଲ ଥିଲା । ଭଏସ ମେସେଜ ପାଖରେ ପ୍ଲେବ୍ୟାକ ସ୍ପିଡ ଚିହ୍ନ ଦେଖାଯାଉଥିଲା । ଫଳରେ ଗ୍ରାହକ ନିଜ ପସନ୍ଦ ଅନୁସାରେ, ପ୍ଲେବ୍ୟାକ  ସ୍ପିଡ କୁ ବଢାଇପାରିବେ । ହେଲ କମ୍ ନୁହେଁ ।
ହେଲେ ପରେ ୱାବିଟାଇନଫୋ କହିଥିଲା, କମ୍ପାନୀ ଏକ ନୂଆ ହ୍ୱାଟସଆପ ଆଣ୍ଡ୍ରଏଡ ବିଟା ଭର୍ସନ ୨.୨୧.୯.୫ ଜରିଆରେ ଗୋଟିଏ ଦିନ ପରେ ଏହାକୁ ଡିଜାବେଲ କରି ଦେଇଥିଲା ।
ହ୍ୱାଟସଆପ ସାଧାରଣ ଭାବରେ ପବ୍ଲିକ ବିଟା ଟେଷ୍ଟର୍ସ ପାଇଁ ରୋଲ ଆଉଟ କରିବା ପୂର୍ବରୁ ଅନେକ ମାସ ପର୍ଯ୍ୟନ୍ତ ଫିଚର୍ସକୁ ଟେଷ୍ଟିଂ କରେ । ଏମିତିରେ ପବ୍ଲିକ ବିଟା ପାଇଁ ଏହାର ଏନେବଲ ହୋଇଯିବା କମ୍ପାନୀ ତରଫରୁ ଭୁଲ ହୋଇପାରେ । ହେଲେ ଏହାକୁ ଠିକ କରିଦିଆଯାଇଛି । ବର୍ତମାନ ଖୁବ ଶୀଘ୍ର ଏହାକୁ ରୋଲ ଆଉଟ କରିପାରେ ବୋଲି ଆଶା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking