30.1 C
Bhubaneswar
Wednesday, May 1, 2024
Homeଓଡିଶାଭିଆର୍‌ଏସ୍ ନେଲେ ଆଇପିଏସ ସଂଜୟ ସିଂହ

ଭିଆର୍‌ଏସ୍ ନେଲେ ଆଇପିଏସ ସଂଜୟ ସିଂହ

ଭୁବନେଶ୍ୱର : ଭିଆର୍‌ଏସ୍ ନେଲେ ଓଡିଶା କ୍ୟାଡର ଆଇପିଏସ ସଂଜୟ ସିଂହ । ୧୯୯୬ ବ୍ୟାଚ୍ ଆଇପିଏସ୍ ସଂଜୟ ସିଂହଙ୍କୁ ଭିଆର୍‌ଏସ୍ ଅନୁମତି । ସଂଜୟଙ୍କ ଆବେଦନକୁ ମଂଜୁର କଲା ରାଜ୍ୟ ଗୃହ ବିଭାଗ । ଏବେ ନାର୍କୋଟିକ୍ସି କଣ୍ଟ୍ରୋଲ ବ୍ୟୁରୋ ଡିଡିଜି ଅଛନ୍ତି ସଂଜୟ ସିଂହ ।

ଓଡିଶାରୁ ଜବତ ହେଲାଣି ୧୧୮ କୋଟି : ମୁଖ୍ୟ ନିର୍ବାଚନ ଅଧିକାରୀ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking