ଓଡିଶାରୁ ଜବତ ହେଲାଣି ୧୧୮ କୋଟି : ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର : ଆଚରଣ ବିଧି ଲାଗୁ ପରେ ଓଡିଶାରୁ ଜବତ ହେଲାଣି ୧୧୮ କୋଟି । ନଗତ ଟଙ୍କା, ମାଦକ ଦ୍ରବ୍ୟ, ଉପହାର ସାମଗ୍ରୀ ଆଦି ୧୧୮ କୋଟିର ଜବତ । ଜବତ ସଂପର୍କରେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳଙ୍କ ସୂଚନା । ୨ କୋଟି ୭୦ ଲକ୍ଷ ନଗଦ ଟଙ୍କା,୧୮ କୋଟିର ମଦ ଜବତ । ୪୩ କୋଟିର ମାଦକ ଦ୍ରବ୍ୟ , ୭ କୋଟିର ମୂଲ୍ୟବାନ ସାମଗ୍ରୀ ଜବତ । ବଦଳିଲେ ଓସିଏ … Continue reading ଓଡିଶାରୁ ଜବତ ହେଲାଣି ୧୧୮ କୋଟି : ମୁଖ୍ୟ ନିର୍ବାଚନ ଅଧିକାରୀ