30.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଶାନ୍ତି ବଜାୟ ପାଇଁ ଭାରତ-ଚୀନ ସହମତ

ଶାନ୍ତି ବଜାୟ ପାଇଁ ଭାରତ-ଚୀନ ସହମତ

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ୧୨ତମ କମାଣ୍ଡର ସ୍ତରୀୟ ଆଲୋଚନା ଉପରେ ସେନାର ବୟାନ ଆସିଛି । ସେନା କହିଛି, ଏହି ବୈଠକ ମଧ୍ୟରେ ଭାରତ ଓ ଚୀନ ବର୍ତମାନର ବୁଝାମଣା ଓ ପ୍ରୋଟୋକଲ ଅନୁସାରେ, ଶେଷ ପ୍ରସଙ୍ଗକୁ ଜଲଦି ସମାଧାନ କରିବା ବାର୍ତାଳାପ ଗତିକୁ ବଜାୟ ରଖିବା ନେଇ ସହମତ ହୋଇଛନ୍ତି । ସେନା କହିଛି ଯେ, ଦୁଇ ପକ୍ଷ ଏହା ଉପରେ ସହମତ ହୋଇଛନ୍ତି ଯେ, ସେ ପଶ୍ଚିମ କ୍ଷେତ୍ରରେ ବାସ୍ତବିକ ନିୟନ୍ତ୍ରଣ ରେଖାଉପରେ ସ୍ଥିରତା ସୁନିଶ୍ଚିତ କରିବା ପାଇଁ ନିଜର ପ୍ରଭାବୀ ପ୍ରୟାସ ଜାରି ରଖିବେ ଓ ସଂଯୁକ୍ତ ଭାବରେ ଶାନ୍ତି ବଜାୟ ରଖିବେ ।
କହିରଖୁଛୁ, ୩୧ ଜୁଲାଇରେ ଭାରତ ଓ ଚୀନ ମଧ୍ୟରେ ୧୨ତମ କମାଣ୍ଡର ସ୍ତରୀୟ ଆଲୋଚନା ଲଦାଖରେ ବାସ୍ତବିକ ନିୟନ୍ତ୍ରଣ ରେଖାର ଚୀନ ଓ ସ୍ଥିତ ମୋଲ୍ଡୋ ସୀମା ବିନ୍ଦୁ ଉପରେ ହୋଇଥିଲା । ଏହି ବୈଠକ ପ୍ରାୟ ୯ ଘଣ୍ଟା ଧରି ଚାଲିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking