29.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଇଡି ଜାଲରେ ପୂଜା ସିଂହଲ, ଜବତ ହେଲା ଟଙ୍କା

ଇଡି ଜାଲରେ ପୂଜା ସିଂହଲ, ଜବତ ହେଲା ଟଙ୍କା

ଝାରଖଣ୍ଡ : ଝାରଖଣ୍ଡ ରାଞ୍ଚି ରୁ ଆଇଏଏସ ପୂଜା ସିଂହଲ ଙ୍କୁ ଗିରଫ କରିଛି ଇଡି ।ପୂଜା ସିଂହଲ ଙ୍କ ଘରୁ କୋଟି କୋଟି ଟଙ୍କା ଜବତ କରାଯାଇଛି ।ଯାହାର କୈାଣସି ହିସାବ ପୂଜା ସିଂହଲ ଦେଇ ପାରି ନ ଥିଲେ । ଏହା ପରେ ଇଡି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହାପୂର୍ବରୁ ଇଡି ତାଙ୍କ ସ୍ୱାମି ସିଏ ସୁମନ କୁମାର ଙ୍କୁ ଗିରଫ କରିଥିଲା । ମନରେଗା ମାମଲା ରେ ଇଡି ଝାରଖଣ୍ଡ ସମେତ ଅନେକ ରାଜ୍ୟରେ ଚଢାଉ କରିଥିଲା । ଏହାସହ ଝାରଖଣ୍ଡ ବରିଷ୍ଠ ଆଇଏଏସ ପୂଜା ସିଂହଲ ଙ୍କ ଘରେ ଚଢାଉ କରାଯାଇଥିଲା । ପୂଜା ସିଂହଲ ଝାରଖଣ୍ଡର ଖଣି ସଚିବ ଭାବେ ନିଯୁକ୍ତି ପାଇଥିଲେ ।ଏହି ମାମଲା ୨୦୨୦ ରେ ଝାରଖଣ୍ଡରେ ରୁଜୁ ହୋଇଥିବା ୧୬ ଟି ମାମଲା ସହ ଜଡିତ ଥିଲା । ଏହା ପରେ ଇଡି ମନି ଲଣ୍ଡରିଂ ର ମାମଲା ରୁଜୁ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking