29.4 C
Bhubaneswar
Saturday, May 4, 2024
Homeଓଡିଶାଅଂଶୁଘାତ : ୧ ମୃତ, ୮୯ ଅସୁସ୍ଥ

ଅଂଶୁଘାତ : ୧ ମୃତ, ୮୯ ଅସୁସ୍ଥ

ଭୁବନେଶ୍ୱର : ଚଳିତ ବର୍ଷ ଏଯାଏଁ ୧୬ ଜିଲ୍ଲାରୁ ଆସିଛି ଅଂଶୁଘାତଜନିତ ସୂଚନା । ଅଂଶୁଘାତରେ ଜଣଙ୍କ ମୃତ୍ୟୁ ହୋଇଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା । ଅଂଶୁଘାତ ଓ ତାତି ଜନିତା ସମସ୍ୟା ପାଇଁ ୮୯ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସୁନ୍ଦରଗଡରୁ ସର୍ବାଧିକ ୪୧, ଖୋର୍ଦ୍ଧାରୁ ୧୨, ଅନୁଗୁଳରୁ ୯ , ଝାରସୁଗୁଡାରୁ ୭, ସମ୍ବଲପୁରରୁ ୫ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସକାଳ ସାଢେ ୮ଟା ସୁଦ୍ଧା ୩୦ ଡିଗ୍ରୀ ପାର

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking