32.1 C
Bhubaneswar
Friday, April 26, 2024
Homeଅପରାଧସ୍ତ୍ରୀ କୁ ଶିଳପୁଆରେ ଛେଚି ହତ୍ୟା କଲା ସ୍ୱାମି 

ସ୍ତ୍ରୀ କୁ ଶିଳପୁଆରେ ଛେଚି ହତ୍ୟା କଲା ସ୍ୱାମି 

ଯାଜପୁର:  ଜିଲ୍ଲା ରେ ହତ୍ୟା କାଣ୍ଡ ଘଟଣା ମାନ ଘଟୁଛି ପୋଲିସ ମୁଣ୍ଡ ବ୍ୟଥା ର କାରଣ ସାଜିଛି l ଏହି କେତେ ଦିନ ହେଲା ଅଘଟଣ ମାନ ଘଟୁଛି ମଦ ପାନ ଯୋଗୁ ସ୍ୱାମି ମାନେ ନିଜ ର ହିତା ହିତ ଜ୍ଞାନ ଭୁଲି ଯାଇ ନିର୍ଦୟ ଭାବ ରେ ସ୍ତ୍ରୀ କୁ ହତ୍ୟା କରୁଛନ୍ତି ତାର କୁ ପ୍ରଭାବ ସମାଜ ଉପରେ ରେ ପଡୁଛି l ଏ ଭଳି ହୁଦୟ ବିଦାରକ ଘଟଣା ଘଟିଛି ଯାଜପୁର ଜିଲ୍ଲାର ମଙ୍ଗଳପୁର ଥାନା ର ଇଶ୍ୱର ପୁର ପଂଚାୟତ ରେ ଅରୁଣ ଦାସ ନାମକ ବ୍ୟକ୍ତିନିଶlକ୍ତ ଅବସ୍ଥା ତାର ସ୍ତ୍ରୀ ବୀଣାପାଣି କୁ ଗତ କାଲି ସନ୍ଧ୍ୟା ରେ ଏକ ଶିଳପୁଆ ପିଟି ପିଟି ହତ୍ୟା କରିଛି ଖବର ପାଇ ମଙ୍ଗଳ ପୁର ପୋଲିସ ଘଟଣା ସ୍ଥଳରେ ପଂହଁଚି ତଦନ୍ତ ଛାନବୀନ କରୁଛି lହତ୍ୟା କାରୀ ଅରୁଣ ଦାସ ଥାନା ଆତ୍ମ ସମର୍ପଣ କରିଛି ସ୍ତ୍ରୀ କୁ ଶିଳପୁଆ ରେ ମାରି ଥିବା ପୋଲିସ ରେ ବୟାନ ଦେଇ ଛି ପୋଲିସ ଅଭିଯୁକ୍ତ କୁ ଗିରଫ କରି କୋର୍ଟ କୁ ପଠାଇଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking