28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗସୋନିଆ ଗଠନ କଲେ ୩ କମିଟି

ସୋନିଆ ଗଠନ କଲେ ୩ କମିଟି

ନୂଆଦିଲ୍ଲୀ: ଅର୍ଥନୈତିକ, ବୈଦେଶିକ ଓ ଜାତୀୟ ସୁରକ୍ଷା ସଂପର୍କିତ ସମସ୍ୟା ପ୍ରସଙ୍ଗରେ ଆଲୋଚନା କରି ସେ ବିଷୟରେ ଅବଗତ କରାଇବାକୁ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଗତକାଲି ୩ଟି କମିଟି ଗଠନ କରିଛନ୍ତି ।
ଅର୍ଥନୈତିକ ବ୍ୟାପାର କମିଟିରେ ଡକ୍ଟର ମନମୋହନ ସିଂ, ଶ୍ରୀ ପି ଚିଦାମ୍ବରମ, ଶ୍ରୀ ମଲ୍ଲିକାର୍ଜୁନ ଖାର୍ଗେ, ଶ୍ରୀ ଦିଗବିଜୟ ସିଂ ଏବଂ ଶ୍ରୀ ଜୟରାମ ରମେଶ ରହିଥିବା ବେଳେ ବୈଦେଶିକ ବ୍ୟାପାର କମିଟିରେ ଡକ୍ଟର ମନମୋହନ ସିଂ, ଶ୍ରୀ ଆନନ୍ଦ ଶର୍ମା, ଡକ୍ଟର ଶଶି ଥରୁର, ଶ୍ରୀ ସଲମାନ ଖୁର୍ସିଦ ଓ ଶ୍ରୀ ସପ୍ତଗିରି ଉଲାକା ରହିଛନ୍ତି । ସେହିଭଳି ଜାତୀୟ ସୁରକ୍ଷା କମିଟିରେ ଡକ୍ଟକ ମନମୋହନ ସିଂ, ଶ୍ରୀ ଗୁଲାମ ନବି ଆଜାଦ, ଶ୍ରୀ ଭିରାପ୍ପା ମୋଲି, ଶ୍ରୀ ଭିନସେଣ୍ଟ ଏଚ୍‌. ପାଲା ଓ ଶ୍ରୀ ଭି.ବୈଥିଲିଙ୍ଗମ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking