28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗଯାଜପୁର ଜିଲ୍ଲାରେ ୨୬ ଘାଇ, ୪ ଲକ୍ଷ ଲୋକ ପ୍ରଭାବିତ

ଯାଜପୁର ଜିଲ୍ଲାରେ ୨୬ ଘାଇ, ୪ ଲକ୍ଷ ଲୋକ ପ୍ରଭାବିତ

ଭୁବନେଶ୍ୱର: ବନ୍ୟା ଆଣି ଦେଇଛି ଦୁଃଖ । ଯାଜପୁର ଜିଲ୍ଲାର ବରୀ ଓ ରସୁଲପୁର ଅଂଚଳରେ ପାଖାପାଖି ୧୫ ଟି ଘାଇ ସୃଷ୍ଟି ହୋଇଥିବା ବେଳେ ଧର୍ମଶାଳା-କଦମପାଳକୁ ସଂଯୋଗ କରୁଥିବା ନଦୀବନ୍ଧର ରମାପୁର ଓ ଦେଓଦା ପଂଚାୟତର ବାସୁଦେବପୁରରେ ଘାଇ ସୃଷ୍ଟି ହୋଇଛି । ଯାଜପୁର ଜିଲ୍ଲାରେ ୨୬ଟି ଘାଇ ହୋଇ ୧୨୪ଟି ଗ୍ରାମ ପଂଚାୟତର ପ୍ରାୟ ୪ ଲକ୍ଷ ୫୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ୨୫ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଜିଲ୍ଲାରେ ୧୨ଟି ଦମକଳବାହିନୀ ସହ ୪ଟି ଓଡ୍ରାଫ ଓ ୨ଟି ଏନଡିଆରଏଫ ଉଦ୍ଧାର କାର୍ଯ୍ୟ କରିବା ସହ ପାଣି ଘେରରେ ରହୁଥିବା ଲୋକଙ୍କ ନିକଟରେ ପହଂଚିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking