28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ମିଳିବ ମାଗଣା ବହି

ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ମିଳିବ ମାଗଣା ବହି

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରୀଆଲ ନିଶଙ୍କ ଆୟୋଜିତ ନବୋଦୟ ବିଦ୍ୟାଳୟ ସମିତିର କାର୍ଯ୍ୟକାରୀ ସମିତି ବୈଠକରେ ଏନବିଏସ ସହ ଜଡିତ ସମିତି ଓ ବିଷୟ ଉପରେ ଆଲୋଚନା କରିଥିଲେ । ଏନବିଏସ କାର୍ଯ୍ୟକାରୀ ସମିତି ବୈଠକରେ ଶିକ୍ଷା ରାଜ୍ୟ ମନ୍ତ୍ରୀ ସଂଜୟ ଧୋତ୍ରେ ସାମିଲ ଥିଲେ । ଏନବିଏସ କାର୍ଯ୍ୟକାରୀ ସମିତି ବୈଠକରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ଯାଏଁ ବିନା ମୂଲ୍ୟରେ ପାଠ୍ୟ ପୁସ୍ତକ, ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଟାବଲେଟ, ହଷ୍ଟେଲ ଓ ସ୍କୁଲର ଉନ୍ନତି ପାଇଁ ସିଏସଆର ଫଣ୍ଡ ପାଇଁ ଆଲୋଚନା କରିଥିଲେ । ଏନବିଏସର ପୂର୍ବତନ ଛାତ୍ରମାନେ ସ୍କୁଲକୁ ଗ୍ରହଣ କରିବା ପାଇଁ ସେମାନଙ୍କୁ ଅନୁରୋଧ କରାଯିବ ବୋଲି ବୈଠକ ମଧ୍ୟରେ ଆଲୋଚନା ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking