30.1 C
Bhubaneswar
Friday, April 26, 2024
Homeଓଡିଶାମାଟି ବୋଝେଇ ୪ ଟ୍ରାକ୍ଟର ଜବତ

ମାଟି ବୋଝେଇ ୪ ଟ୍ରାକ୍ଟର ଜବତ

କେନ୍ଦ୍ରାପଡ଼ା : ଟାଉନ ପୁଲିସ ଗୁରୁବାର ୪ଟି ମାଟି ବୋଝେଇ ଟ୍ରାକ୍ଟର ଜବତ କରିଛି । ସରକାରୀ ଓ ବେସରକାରୀ ଜମିରୁ ଲୁଚାଚୋରାରେ ମାଟି ଉଠାଇ ଚାଲାଣ କରୁଥିବା ଏହି ଟ୍ରାକ୍ଟର ଗୁଡିକର ବୈଧ କାଗଜପତ୍ର ଇନସୁରାନ୍ସ ପରମିଟ୍ କରି ନ ଥିବାବେଳେ ଏମାନେ ନିୟମିତ ଭାବେ ଵିନା ଅନୁମତିରେ ମାଟି ଉଠାଇ ଚାଲାଣ କରୁଥିବା ଜଣାପଡିଛି । ଗୁରୁବାର ପୂର୍ବାହ୍ନରେ ଅଦାଲତରେ ପାଖରେ ଏହି ଟ୍ରାକ୍ଟରଗୁଡିକ ମାଟି ବୋଝେଇ କରି ଯାଉଥିବାବେଳେ ଟାଉନ ଫାଣ୍ଡି ଜମାଦାର ନରେନ୍ଦ୍ରନାଥ ସୋରେନ ଟ୍ରାକ୍ଟରଗୁଡିକୁ ଅଟକ ରଖି ଥାନାକୁ ଖବର ଦେଇଥିଲେ । ଟାଉନ ଥାନା ଅଧିକାରୀ ଜ୍ୟୋତିପ୍ରକାଶ ସାମନ୍ତରାୟ ଓ ତହସିଲଦାର ହେମଲତା ବାହାଲିଆ ଘଟଣାସ୍ଥଳରେ ପହଞ୍ଚି ଟ୍ରାକ୍ଟରଗୁଡିକୁ ଜବତ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking