30.1 C
Bhubaneswar
Friday, May 3, 2024
Homeଓଡିଶାବନ୍ଧା ହେଲେ ୭ ନକଲି ପୁଲିସ

ବନ୍ଧା ହେଲେ ୭ ନକଲି ପୁଲିସ

ଭୁବନେଶ୍ୱର: ମୁମ୍ବାଇ, ରାଞ୍ଚି, ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଛତିଶଗଡ଼ ପୁଲିସ ପାଇଁ ମୋଷ୍ଟ ୱାଣ୍ଟେଡ ଥିବା  ୭ଜଣ ନକଲି ଅଫିସରଙ୍କୁ କମିସନରେଟର ସ୍ପେଶାଲ ସ୍ୱାଡ୍ ଗିରଫ କରିଛି। କେତେବେଳେ ସିବିଆଇ, ସ୍ପେଶାଲ ବ୍ରାଞ୍ଚ, ଆଉ ସ୍ପେଶାଲ ସ୍ୱାଡ୍ ର ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିଛନ୍ତି ଅଭିଯୁକ୍ତମାନେ। ସେମାନଙ୍କ ନିକଟରୁ ୩.୫ ଲକ୍ଷ ଟଙ୍କା, ୬ ଲକ୍ଷ ମୂଲ୍ୟର ସୁନା ଗହଣା ଜବତ ହୋଇଛି।

ଏନେଇ ପୁଲିସ କମିସନର ସଞ୍ଜୀବ ପଣ୍ଡା କହିଛନ୍ତି, ପୁଲିସ କମିଶନର ମଧ୍ୟପ୍ରଦେଶରୁ ଆସି ବୁଲିବୁଲି ଡକାୟତି ଏବଂ ଛିନତାଇ କରନ୍ତି, ଭୁବନେଶ୍ୱରରେ ୧୧ଟି ଘଟଣା ଘଟାଇଛନ୍ତି। ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଓଡ଼ିଶାର ଭୁବନେଶ୍ୱରରେ ଗତ ୩ ମାସରେ ୧୧ଟି ଘଟଣା ଘଟାଇଛନ୍ତି। ଏମାନେ ପୁଲିସର ପରିଚୟ ଦେଇ, ଲୋକଙ୍କୁ ସ୍ପେଶାଲ ବ୍ରାଞ୍ଚର ପରିଚୟ ଦିଅନ୍ତି। ସୁନା ଆଉ କିଏ ଲୁଟି ନେବ କହି ତାଙ୍କ ଗହଣା କାଢି ନିଅନ୍ତି। ପାଖରେ ପୂର୍ବରୁ ଥିବା ଅନ୍ୟଏକ ପୁଡ଼ିଆ ଦେଇ ଲୁଟି ନିଅନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking