33.1 C
Bhubaneswar
Friday, May 17, 2024
Homeଦେଶ ବିଦେଶବିଦ୍ୟାଳୟରେ ଛାତ୍ରୀଙ୍କ ଭିଡିଓ ଭାଇରାଲ....

ବିଦ୍ୟାଳୟରେ ଛାତ୍ରୀଙ୍କ ଭିଡିଓ ଭାଇରାଲ….

ମୁମ୍ବାଇ: ନିକଟରେ ରେଡ୍ଡିଟ୍ରେ ଜଣେ ଉପଭୋକ୍ତା ମହାରାଷ୍ଟ୍ରର ପୁଣେରେ  ଜଣେ ଛାତ୍ରୀଙ୍କ ଭିଡିଓ ସେୟାର କରିଛନ୍ତି। ଉପଭୋକ୍ତା କହିଛନ୍ତି ଯେ ତାଙ୍କ ସ୍କୁଲର ଜଣେ ଛାତ୍ରୀଙ୍କୁ ଭୂତ ଥିବା ଅଭିଯୋଗ ହୋଇଛି। ଉପଭୋକ୍ତା ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି ଯେଉଁଥିରେ କିଶୋରୀ  ତାଙ୍କ ବିଦ୍ୟାଳୟର ଶ୍ରେଣୀଗୃହ ଭିତରେ ପବନରେ ଉଡ଼ୁଥିବା ପରି ଦେଖାଯାଉଛି । “ଆଜି ମୋ ସ୍କୁଲର ଜଣେ ଛାତ୍ରୀ ଭୂତ ଦ୍ୱାରା ଆକ୍ରାନ୍ତ ହୋଇଥିଲା।” ଭାଇରାଲ୍ କ୍ଲିପ୍ ସେୟାର୍ କରିବା ସମୟରେ ୟୁଜର୍ କହିଛନ୍ତି । 30 ସେକେଣ୍ଡର ଭିଡିଓ କ୍ଲିପ୍‌ରେ ଦର୍ଶାଯାଇଛି ଯେ ସ୍କୁଲ ଯାଉଥିବା ଛାତ୍ରୀ ତାଙ୍କ ଶ୍ରେଣୀଗୃହ ଭିତରେ ଆକାଶରେ ଉଡ଼ୁଥିଲା, ଯେହେତୁ ସେ ଭୂତ ଦ୍ୱାରା ଆକ୍ରାନ୍ତ ହୋଇଥିଲେ।

Hey I am from Pune, India. Today a girl from my school was possessed by a demon.
byu/Suhit_Jadhav inParanormalEncounters

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking