କେନ୍ଦ୍ରାପଡା : କେନ୍ଦ୍ରାପଡା ଅବକାରୀ ଅଧୀକ୍ଷକ ଦେବୀ ପ୍ରସାଦ ମିଶ୍ର ସସ୍ପେଣ୍ଡ୍ । ବିଭାଗୀୟ ତଦନ୍ତ ପରେ ହେଲା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ । ସମ୍ବଲପୁର ଉତ୍ତର ଡିଭିଜନ ଉପ ଅଧୀକ୍ଷକ ବିପ୍ର ମଣ୍ଡଳଙ୍କୁ କେନ୍ଦ୍ରାପଡା ବଦଳି ।