28.1 C
Bhubaneswar
Saturday, April 27, 2024
Homeଓଡିଶାଆଜି ବଲାଙ୍ଗିରରୁ ୫ ଆକ୍ରାନ୍ତ ଚିହ୍ନଟ

ଆଜି ବଲାଙ୍ଗିରରୁ ୫ ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର : ଆଜି ବଲାଙ୍ଗିରରୁ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । କଂଟାବାଂଜିରୁ ୩। ଜଣ ଏବଂ ଆଗଲପୁରର ବୁରୋଭାଡ଼ିରୁ ଜଣେ ଓ ବଲାଙ୍ଗିର ସହରର ବେହେରାପାଲିରୁ ଜଣେ ସଂକ୍ରମିତ ହୋଇଛନ୍ତି । ସେଭିତରୁ ୪ ଜଣ ସ୍ଥାନୀୟ ରୂପେ ସଂକ୍ରମିତ ହୋଇଥିବା ବେଳେ ଜଣେ ତେଲେଙ୍ଗାନା ଫେରନ୍ତା କ୍ୱାରେନ୍ଟାଇନ୍ର ରେ ଥିବା କୁହାଯାଇଛି । ବର୍ତ୍ତମାନ ସୁଦ୍ଧା ବଲାଙ୍ଗିର ଜିଲ୍ଲାରେ ସମୁଦାୟ ୫୧୯ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୨୨ ଜଣ ସୁସ୍ଥ ହୋଇ ଫେରିଛନ୍ତି ଓ ୧୯୭ ଜଣ ସକ୍ରିୟ ଅଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking