29.4 C
Bhubaneswar
Thursday, April 18, 2024
Homeଅପରାଧମଦ ପାଇଁ ସ୍ୱାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀ ମୃତ୍ୟୁ

ମଦ ପାଇଁ ସ୍ୱାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀ ମୃତ୍ୟୁ

ମୟୂରଭଞ୍ଜ : ମଦ ପାଇଁ ସ୍ୱାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀ ମୃତ୍ୟୁ। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଳାର ଝାରପୋଖରିଆ ଥାନା ଅନ୍ତର୍ଗତ କୋଟିଶଳଗ୍ରାମରେ । ଥାନାରେ ଲିଖିତ ଅଭିଯୋଗ ମୁତାବକ ସମବାର ସନ୍ଧ୍ୟାରେ ସ୍ତ୍ରୀ କୋଇଲି ମୁଣ୍ଢା ଏବଂ ସ୍ୱାମୀ ପୁଲିନ ମୁଣ୍ଢା ଉଭୟ ମିଶି ମଦ୍ୟ ପାନ କଲା ପରେ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ କଣସି କାରଣରୁ ଯୁକ୍ତି ତର୍କ ହେଇଥିଲା ।ଏହା ପରବର୍ତୀ ସମୟରେ ଝଗଡାର ରୂପ ନେଇଥିଲା ଏବଂ ସ୍ୱାମୀ ପୁଲିନ ମୁଣ୍ଢା (୪୬) ଅତ୍ୟଧିକ ମଦ୍ୟପାନ କରିଥିବାରୁ ମାନସିକ ଭାରସ୍ୟମ ହରାଇ ଏକ ଠେଙ୍ଗା ଦ୍ୱାରା ମୁଣ୍ଡରେ ଓ ଦେହରେ ବାରମ୍ବାର ଆଘାତ କରି ଥିବାରୁ ଘଟଣା ସ୍ଥଳରେ ସ୍ତ୍ରୀ ର ମୃତ୍ୟୁ ହୋଇଥିଲା । ଖବର ପାଇ ଝାରପୋଖରିଆ ଥାନାଧିକାରୀ ଘଟଣା ସ୍ଥଳରେ ପହଂଚି ସ୍ୱାମୀ ପୁଲିନ ମୁଣ୍ଢାକୁ ଗିରଫ କରିବା ସହିତ ଅଧିକ ତଦନ୍ତ କରୁଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking