29.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗମେକ୍ସିକୋର ନିଶା ନିବାରଣ କେନ୍ଦ୍ରରେ ଗୁଳିମାଡ଼; ୨୪ ମୃତ

ମେକ୍ସିକୋର ନିଶା ନିବାରଣ କେନ୍ଦ୍ରରେ ଗୁଳିମାଡ଼; ୨୪ ମୃତ

ମେକ୍ସିକୋ : ମେକ୍ସିକୋର ଏକ ନିଶା ନିବାରଣ କେନ୍ଦ୍ରରେ ବୁଧବାର ଦିନ କିଛି ବନ୍ଧୁକଧାରୀ ଗୁଳିମାଡ କରିଥିବା ଜଣାପଡିଛି। ଏଥିରେ ୨୪ ଜଣ ଲାକଙ୍କର ମୃତ୍ୟୁ ଘଟିଥିବାବେଳେ ୭ ଜଣ ଆହତ ହୋଇଥିଲେ।
ସୂଚନା ଅନୁଯାୟୀ, ଏହି ନିଶା ନିବାରଣ କେନ୍ଦ୍ରଟି ପଞ୍ଜୀକୃତ ହୋଇନାହିଁ। ଇରାପୁଟୋ ସହରରେ ଏହି ଆକ୍ରମଣ ହୋଇଛି। ଆହତଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆକ୍ରମଣକାରୀମାନେ ନିଶା ନିବାରଣ କେନ୍ଦ୍ରର ସମସ୍ତଙ୍କୁ ଟାର୍ଗେଟ କରିଥିଲେ। କାହାକୁ ଅପହରଣ କରାଯାଇ ନାହିଁ।

ବାହାଘର ପରଦିନ କରୋନାରେ ଗଲା ବରର ଜୀବନ; ୯୫ ବରଯାତ୍ରୀ ହେଲେ ସଂକ୍ରମିତ

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking