ବାହାଘର ପରଦିନ କରୋନାରେ ଗଲା ବରର ଜୀବନ; ୯୫ ବରଯାତ୍ରୀ ହେଲେ ସଂକ୍ରମିତ

ପାଟଣା : ବିହାର ରାଜଧାନୀ ପାଟନା ନିକଟରେ ଥିବା ଏକ ଗାଁ’ରେ ଗତ କିଛି ଦିନ ତଳେ ଏକ ବିବାହ ଉତ୍ସବ ଥିଲା । ଗୁରୁଗ୍ରାମରେ ସପ୍ଟୱେୟାର ଇଂଜିନିୟର ଭାବେ କାମ କରୁଥିବା ଜଣେ ୩୦ବର୍ଷୀୟ ଯୁବକଙ୍କ ବିବାହ ହୋଇଥିଲା । କିନ୍ତୁ ଦୁର୍ଭାଗ୍ୟର କଥା ହେଉଛି ବିବାହ ପରଦିନ ବର କରୋନାରେ ପ୍ରାଣ ହରାଇଛନ୍ତି ଏବଂ ବିବାହ ଉତ୍ସରେ ଯୋଗ ଦେଇଥିବା ୯୫ଜଣ ବରଯାତ୍ରୀ ମଧ୍ୟ କରୋନା ଆକ୍ରାନ୍ତରେ କବଳିତ ହୋଇଛନ୍ତି । କରୋନାରେ ପ୍ରାଣ … Continue reading ବାହାଘର ପରଦିନ କରୋନାରେ ଗଲା ବରର ଜୀବନ; ୯୫ ବରଯାତ୍ରୀ ହେଲେ ସଂକ୍ରମିତ